ଅଲଗା ହେଲା ମିଶନ ଶକ୍ତି

0 375

ଭୁୁବନେଶ୍ୱର୧/୬(ଏସଏସନିୟୁଜ) ଆଜିଠାରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗଠାରୁ ଅଲଗା ହୋଇଛି ମିଶନ ଶକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗ ପୃଥକୀକରଣକୁ ଅନୁମତି ଦେଇଛନ୍ତି । ଲୋକସେବା ଭବନରେ ନୂଆ ମିଶନ ଶକ୍ତି ବିଭାଗ କାର‌୍ୟ୍ୟ କରିବାସହ ନୂଆ ବିଭାଗ ଅଧୀନରେ କାର‌୍ୟ୍ୟ କରିବ । ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ ଅଫିସ ମଧ୍ୟ ବିଭାଗ ଅଧୀନକୁ ଆସିବ । ସ୍ୱୟଂସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମ , ଭିତ୍ତିଭୂମି ନୂଆ ବିଭାଗରେ ରହିବ । ନୂଆ ମିସନ ଶକ୍ତି ବିଭାଗର ଦାୟିତ୍ୱ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦିଆଯାଇଥିବାବେଳେ କମିଶନର ତଥା ସଚିବ ଭାବେ ଆର କାର୍ତ୍ତିକେୟନଙ୍କୁ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.