ଉଦ୍ଧାର ହେଲା ଅଜଗର ସାପ

0 348

ବାରଙ୍ଗ,୧୧/୬(ଏସଏସନିୟୁଜ)ଗୁରୁବାର ବିଳମ୍ବିତ ରାତିରେ ଝିଙ୍କରଡିହ ଗ୍ରାମ ସରକାରୀ ବିଦ୍ୟାଳୟ ନିକଟରୁ ଏକ ୪ ଫୁଟର ଅଜଗର ସାପକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ।ଅଜଗର ସାପଟିର ବୟସ ୫ ରୁ ୬ ମାସ ହେବ ବୋଲି ଅନୁମାନ କରାଯାଉଛି।ଗ୍ରାମ ୱାର୍ଡ ମେମ୍ବର ଚିତ୍ରସେନ ପାଣିଙ୍କ ସହଯୋଗରେ ଏହି ଅଜଗର ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିକଟସ୍ଥ ଗ୍ରାମ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.