୩ ଗିରଫ,୨ ନକ୍ସଲ ଆତ୍ମସମର୍ପଣ

0 374

ମାଲକାନଗିରି୪/୭(ଏସଏସନିୟୁଜ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ମିନପା ଜଂଗଲରୁ ରେ ପୋଲିସ ଦୁର୍ଦାନ୍ତ ନକ୍ସଲ ପଡିଆମି ଭୀମା(୩୪),ବେକୋ ହୁଙ୍ଗା(୨୧) ଏବଂ ଉଣ୍ଡମ ମାଙ୍ଗଡୁ(୪୨)କୁ ଗିରଫ କରିଛି । ୨୦୬ କୋବ୍ରା ବାଟାଲିୟନର ଯବାନ ସର୍ଚ୍ଚ ଅପରେସନ ବେଳେ ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଥିଲେ ।ସେହିଭଳିଭାବେ ସଂଗଠନରେ ଲାଗି ରହିଥିବା ଭେଦଭାବ ଯୋଗୁଁ ୨ ଜଣ ନକ୍ସଲ ଭୀମା ମାଣ୍ଡବି ଏବଂ ଜୋଗା ମାଣ୍ଡବୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Leave A Reply

Your email address will not be published.