ମାଲବାହୀ କୋଇଲାବଗିରେ ନିଆଁ

0 288

ଗଞାମ,୧୪/୧(ଏସ୍‌ଏସ୍ ନିୟୁଜ)ଗଞାମ ରେଳଷ୍ଟେସନରେ ଛିଡାହୋଇଥିବା ଏକ କୋଇଲାବୋଝେଇ ମାଲଗାଡିର ବଗିରେ କୈାଣସି କାରଣବଶତଃ ନିଆଁ ଲାଗିଯାଇଥିଲା ।ଏହାପରେ କୋଲାଗୁଡିକୁ ବଗିରୁ କଢାଯାଇଥିଲା । ଖବରପାଇ ଅଗ୍ନିଶମବାହିନୀର କର୍ମଚାରୀମାନେ ଆସି କୋଇଲାଭର୍ତି ବଗିକୁ ପାଣିପକାଇ ନିଆଁ ଲିଭାଇବା ସହ ରେଳଧାରଣାରେ ପଡିଥିବା କୋଇଲାକୁ ପାଣିପକାଇ ଲିଭାଇବା କାମ ଆରମ୍ଭ କରିଥିବାର ଜଣପାଡିଥିଲା ।

Leave A Reply

Your email address will not be published.