ଡ୍ରାଇଭର ଓ ମହିଳା ବେପାରୀଙ୍କଠାରୁ ବ୍ରାଉନସୁଗାର ଜବତ

0 174

ଜଳେଶ୍ବର,୨୭/୮(ଏସଏସନିୟୁଜ)ଆଜି ଭୋର ସମୟରେ ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ଠାରେ ଅତର୍କିତ ଭାବେ ଚଢାଉ କରି ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୫୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ ।ବିଶେଷସୁତ୍ରୁ ଖବରପାଇ ଅବକାରୀ ବିଭାଗର ଏକ ଏକ ୧୫ ଜଣିଆ ଟିମ ଦ୍ରୁତବେଗରେ ଆସୁଥିବା ଓଡି୪୫ଜି-୨୬୧୨ନଂ ମହିନ୍ଦ୍ରା ଜିତୋ ମିନି ଭ୍ୟାନକୁ ରୋକିଥିଲେ ।ଯାଂଚ ପରେ ଗାଡିରେ ଥିବା ଚାଳକ ପ୍ରଫୁଲ୍ଲ ପାତ୍ର ଙ୍କ ସହ ଅନ୍ୟଜଣେ ମହିଳା ନଗମା ବେୱା ଙ୍କଠାରୁ ବ୍ରାଉନସୁଗାର ଜବତ କରାଯାଇଥିଲା ।

Leave A Reply

Your email address will not be published.