ତୃଣମୂଳ କଂଗ୍ରେସରେ ଯୋଗଦେଲେ ବାବୁଲ ସୁପ୍ରିଓ

0 247

ଈୁବନେଶ୍ୱର,୧୮/୯(ଏସଏସନିୟୁଜ)ଟିଏମ୍‌ସିରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ । କେନ୍ଦ୍ରମନ୍ତ୍ରୀ ପଦରୁ ହଟିବା ପରେ ବାବୁଲ ସୁପ୍ରିଓ ବିଜେପି ଛାଡ଼ିବାସହ ରାଜନୀତିରୁ ସନ୍ୟାସ ନେବା କଥା ମଧ୍ୟ କହିଥିଲେ । ଗତ ନିର୍ବାଚନ ସମୟରେ ସେ ଟିଏମ୍‌ସି ନେତା ଓ କର୍ମୀଙ୍କ ଦ୍ୱାରା ଅକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିବା ବେଳେ ପୁଣି ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି ।ଯାହାକୁ ନେଇ ଚର୍ଚ୍ଚା ଯୋରଧରିଛି ।ବିଜେପିରୁ ଗୋଟିଏ ପରେ ଗୋଟିଏ ନେତା ଦଳଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଉଥିବାରୁ ବିଜେପି ପାଇଁ ଚିନ୍ତାର କାରଣ ସାଜିଛି ।

Leave A Reply

Your email address will not be published.