ଅନନ୍ତ ବ୍ରତ ପାଇଁ ଗାଇଡଲାଇନ୍ ଆଣିଲା ବିଏମସି

0 270

ଈୁବନେଶ୍ୱର,୧୮/୯(ଏସଏସନିୟୁଜ) କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଆସନ୍ତାକାଲି ପଡୁଥିବା ଅନନ୍ତ ବ୍ରତ ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ୍ ଜାରିକରାଯାଇଛି । ଅନନ୍ତ ବ୍ରତ ପାଇଁ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ ଭକ୍ତଙ୍କ ଗହଳି ହେବାର ସମ୍ଭାବନା ଥିବାରୁ ବିଏମସି ଗାଇଡଲାଇନ୍ ଆଣିଛି ।ଏହି ଗାଇଡଲାଇନ୍ ଅନୁଯାୟୀ ଅନନ୍ତ ବ୍ରତରେ ସାଧାରଣ ଦର୍ଶନ ଏବଂ ମହାପ୍ରସାଦ ସେବନ ଉପରେ ରୋକ ଲଗାଇବା ସହ କାଭେିଡ ନୀୟମକୁ କଡାକଡିଭାବେ ମାନିବାକୁ କୁହାଯାଇଛି ।ଅନ୍ୟପଟେ ଡବଲ ଡୋଜ୍ ଟିକା ନେଇଥିବା ପୂଜକ କେବଳ ମନ୍ଦିରରେ ପ୍ରବେଶ କରି ପୂଜା ବିଧି ପାଳନ କରିବେ ।

Leave A Reply

Your email address will not be published.