ସୁଆଣ୍ଡୋ ରେ୫-ଟି ସଚିବ

0 317

ସାକ୍ଷୀଗୋପାଳ,୨୬/୧(ଏସଏସନିୟୁଜ)ସୁଆଣ୍ଡୋର ହେବ ବିକାଶ । ରବିବାରଦିନ ଅଚାନକ ଭାବେ ୫-ଟି ସଚିବ ଭି.କାର୍ତିକେୟ ପାଣ୍ଡିୟାନ ଙ୍କ ଗ୍ରସ୍ଥ ଏହାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି ।ଉକ୍ତଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ କୁ ଜାତୀୟ ସ୍ମାରକୀଭାବରେ ବିକଶିତ କରିବା ପାଇଁ ୫ଟି ସଚିବ ଭି.କାର୍ତିକେୟ ପାଣ୍ଡିୟାନ ଗ୍ରସ୍ଥ ଗ୍ରାମବାସୀମାନଙ୍କ ମଧ୍ୟରେ ଉସ୍‌।ହ ଭରିଦେଇଛି ।ଏହି ସମୟରେ ସେ ଗୋପବନ୍ଧୁଦାସଙ୍କ ପରିବାରବର୍ଗ ଓ ଗ୍ରାମବାସୀମାନଙ୍କ ସହ ବିଭିର୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଜନ୍ମପୀଠ ପାଖରେ ହେବ ସଂଗ୍ରାହଲୟ ଷଠୀଘରର ହେବ ପୁନଉଦ୍ଧାର ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଊର୍ଣତି ସରକାର ଙ୍କ ପକ୍ଷରୁ କରାଯିବ ବୋଲି 5ଟି ସଚୀବ କହିଛନ୍ତି ।

ପରେ ସେ ଗୋପବନ୍ଧୁଙ୍କ ପ୍ରତିମୃର୍ତୀ କୁ ଦର୍ଶନ କରି ଫେରିଛନ୍ତି ।ଏହି ଗ୍ରସ୍ଥ ସମୟରେ ପୁରୀ ଜିଲ୍ଲାପାଳ ବଳବନ୍ତଦସିଂହ,ଇଡକୋ ସିଏମଡି ବନ୍ଦେଶ୍ୱରପାତ୍ର,ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପକୁମାରାସ।ହୁ,ତହସିଲଦାର କସ୍ତୁରୀ ପ୍ରଧାନ,ଇଂ ସାନ୍ତ୍ୱନ କୁମାର ଜେନା ପ୍ରମୁଖ ଉପସ୍ଥିତଥିଲେ ।
ସାକ୍ଷୀଗୋପାଳ ରୁ କଳିପ୍ରସାଦ ମହାପାତ୍ରଙ୍କ ରିପୋର୍ଟ ।

Leave A Reply

Your email address will not be published.