କରୋନା ସତର୍କତା,ଜାରିହେଲା ଟୋଲଫ୍ରିନମ୍ବର

0 340

ଭୁବନେଶ୍ୱର,୨୬/୧(ଏସଏସନିୟୁଜ) ଚୀନରୁବ୍ୟାପିଥିବା କରୋନା ଭାଇରସ ପାଇଁ ଓଡିଶା ସରକାର ସର୍ତକତା ଅବଲମ୍ବନ କରିଛନ୍ତି ।ରାଜ୍ୟସରକାର ଜାରିକଲେ ଟୋଲଫ୍ରି ନଂ ୦୬୭୪-୨୩୯୦୪୬୬ ଓ ୯୪୩୯୯୯୪୮୫୭ । କରୋନା ଭାଇରସ ସଂକ୍ରାମଣ ଜନିତ ସୁଚନା ପାଇଲେ ଜଣାଇବାପାଇଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ରାଜ୍ୟଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷରେ ଥିବା ଅଧିକାରୀମାନେ ଏଦୀଗରେ ଅବଶ୍ୟକ ସହଯୋଗ କରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.