ଆଜିର ଅନୁଚିନ୍ତା

ତାରିଖ - ୧୦:୦୨:୨୦୨୨ (ଗୁରୁବାର)

0 324

🦋ଶାନ୍ତି ମନୁଷ୍ୟର ଏକ ଅନ୍ତର୍ନିହିତ ଗୁଣ I ଶାନ୍ତି ପାଇବାକୁ ହେଲେ ଆମକୁ ଅନ୍ତର୍ମୁଖୀ ହୋଇ ନିଜ ଭିତରକୁ ଯିବାକୁ ପଡିବ I ଭିତର ଜିନିଷକୁ ବାହାରେ ଖୋଜିବା ଅଜ୍ଞାନତା ଅଟେ I
🦋କୌଣସି ମଣିଷ କେବେ ନିଜ ଇଛାରେ ବଦଳି ନଥାଏ, ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ ।
🦋ଇର୍ଷା ପରାୟଣ ଲୋକ ଜୀବନରେ କେବେହେଲେ ସୁଖୀ ହୋଇପାରନ୍ତି ନାହିଁ ।
🦋ନିଜ ସନ୍ତାନ ମାନଙ୍କ ପାଇଁ ଖେଳନା ନ କିଣିକି, ବରଂ ସେମାନଙ୍କ ସହିତ ସାଙ୍ଗ ଭାବରେ ଖେଳିବା ଟା ହିଁ ଅସଲି _TEDDY DAY_ 🐼 ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ🙏🏻ଜୟ ଜଗନ୍ନାଥ, ଜୟ ସୋମନାଥ🙏🏻

Leave A Reply

Your email address will not be published.