ଘରକାମ କରୁଥିବାବେଳେ ହେଲା ବଜ୍ରପାତ; ଚାଲିଗଲା ୪ ଜୀବନ

ନୂଆପଡ଼ା,୧୯/୬(ଏସ ଏସ ନିଉଜ)ଘର କାମ ଚାଲିଥିବା ‌ବେଳେ ବ୍ରଜପାତ ଘଟି ଜଣେ ନାବାଳକଙ୍କ ସହ ମୋଟ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ଏହାସହ ଅନ୍ୟ ୨ ଜଣ ଗୁରୁତର ହୋଇଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଅଭାବନୀୟ ଘଟଣା କୋମନା ଥାନା ଅନ୍ତର୍ଗତ ମଲ୍ଲିକାମୁଣ୍ଡା ଗାଁରେ ଘଟିଛି। ଆଜି ମଲ୍ଲିକାମୁଣ୍ଡା ଗାଁରେ ତ୍ରିନାଥ ନାଗଙ୍କ ଘରର ଆଜ ବେଷ୍ଟସ କାମ ଚାଲିଥିବା ବେଳେ ବଜ୍ରପାତ ଘଟିଥିଲା ।ଏହାପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

- Advertisement -

Leave A Reply

Your email address will not be published.