ବଚସାରୁ ଛୁରାମାଡ

0 204

ଖଲ୍ଲିକୋଟ, ୧୫/୭(ଏସଏସନିଉଜ)ଚଳନ୍ତା ଟ୍ରେନରେ ଛୁରି ଭୁସି ଜଣକୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି ।ଅଭିଯୁକ୍ତକୁ ଧରି ଗଂଜାମ ପୋଲିସ ଜିମା ଦେଲା ଆର୍‌ପିଏଫ୍ ।ଉଭୟ ମୃତକ ଓ ଅଭିଯୁକ୍ତର ଘର ପଶ୍ଚିମବଙ୍ଗ ହୋଇଥିବା ସୂଚନା ମିଳିଛି ।ଚେନ୍ନାଇ-ହାୱଡ଼ା ଏକ୍ସପ୍ରେସରେ ଗଲା ବେଳେ ଉଭୟଙ୍କ ବଚସା ହୋଇଥିଲା । ବଚସା ଉଗ୍ରରୂପ ନେବା ସହ ଜଣେ ଅନ୍ୟ ଜଣଙ୍କୁ ଛୁରିରେ ଭୁସି ଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.