ରାଶିଫଳ ଆଜିର ରାଶିଫଳ SATYA SANDHANA DESK Jan 25, 2023 ଶ୍ରୀପଞ୍ଚମୀ,ସରସ୍ଵତୀ ପୂଜା, ବସନ୍ତୋ ଉତ୍ସବ ଓ ଶ୍ରୀଶ୍ରୀମହାପ୍ରଭୁଙ୍କର ରଥକାଠ ଅନୁକୂଳ ,୨୦୨୩ ମସିହା ଜାନୁୟାରୀମାସ ୨୬ ତାରିଖ (ଗୁରୁବାର)ମାଘ ମାସ -ଶୁକ୍ଲପକ୍ଷ… Read More...
ଅପରାଧ ଓଲଟିଲା ଅଟୋ,୫ଛାତ୍ର ଆହତ SATYA SANDHANA DESK Jan 25, 2023 ଜଳେଶ୍ୱର,୨୫ା୧(ଏସଏସନିଉଜ) କଣ୍ଟାବଣିଆ ଛକରେ ଅଟୋ ଓଲଟି ୫ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସମସ୍ତେ ଚିକିସ୍ାପାଇଁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି… Read More...
ଓଡ଼ିଶା ଓଡ଼ିଆ ଭାଷାକୁ ମହାପ୍ରଭୁ ତିଆରି କରିଛନ୍ତି SATYA SANDHANA DESK Jan 25, 2023 ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଓଡ଼ିଆଭାଷାକୁ ମହାପ୍ରଭୁଜଗନ୍ନାଥ ତିଆରିକରିଛନ୍ତି । କେବଳ ଓଡ଼ିଆକୁ ଛାଡ଼ି ବିଶ୍ୱର ସବୁଭାଷା ମଣିଷ ତିଆରିକରିଛି ।ଓଡ଼ିଆଭାଷାକୁ ମହାପ୍ରଭୁ… Read More...
ଓଡ଼ିଶା ଗଣତନ୍ତ୍ରଦିବସରେ ୯୦୧ଜଣଙ୍କୁ ମିଳିବ ପୁଲିସ୍ ମେଡାଲ SATYA SANDHANA DESK Jan 25, 2023 ଭୁବନେଶ୍ୱର,୨୫ା୧(ଏସଏସନିଉଜ) କାଲି ଗଣତନ୍ତ୍ରଦିବସରେ ୯୦୧ଜଣ ପାଇବେ ପୁଲିସ୍ ମେଡାଲା ସାହସିକତା ପୁରସ୍କାରପାଇବେ ୧୪୦ ପୁଲିସକର୍ମଚାରୀା ଉଲ୍ଲେଖନୀୟ ସେବାପାଇଁ ୯୩ଜଣଙ୍କୁ… Read More...
ଅପରାଧ ଜଙ୍ଗଲରୁ ମିଳିଲା ଦରପୋଡ଼ାଶବ SATYA SANDHANA DESK Jan 25, 2023 ମାଲକାନଗିରି, ୨୫ା୧(ଏସଏସନିଉଜ)ଗତକାଲି ଅପହୃତ ମୋଟୁଥାନା ତିଙ୍ଗରାପଲିର ଗଙ୍ଗା ପଡ଼ିଆମୀଙ୍କ ଦରପୋଡ଼ାଶବ ଉଦ୍ଧାର ହୋଇଛି । ଘରଠାରୁ ଅଢ଼େଇକିମି ଦୂର ଜଙ୍ଗଲଅଞ୍ଚଳରୁ… Read More...
ଓଡ଼ିଶା ନୂଆ ଲୁକ୍ରେ ନବୀନ SATYA SANDHANA DESK Jan 25, 2023 ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଏବେ ନୂଆଲୁକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାରେ ମିଳିଛି ।ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।… Read More...
ଓଡ଼ିଶା ବିଶ୍ବର ପ୍ରଥମ ଉଡନ୍ତା ବାଇକ୍ SATYA SANDHANA DESK Jan 25, 2023 ଭୁବନେଶ୍ୱର,୨୫।୧(ଏସଏସ ନିଉଜ)'the XTURISMO'କୁ ଜାପାନର ଏକ ଷ୍ଟାର୍ଟ ଆପ୍ କମ୍ପାନୀ ବିଶ୍ବର ପ୍ରଥମ ଉଡନ୍ତା ବାଇକକୁ ତିଆରି କରିଛି। ଭବିଷ୍ୟତରେ ଏହାକୁ ପୋଲିସ… Read More...
ଓଡ଼ିଶା ଦଳ ଛାଡିଲେ ବାପପୁଅ SATYA SANDHANA DESK Jan 25, 2023 ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଓଡିଶାର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବିଜେପିନେତା ଗିରିଧରଗମାଙ୍ଗେ ଓ ପୁଅ ଶିଶିରଗମାଙ୍ଗେ ବିଜେପି ଦଳରୁ ବିଧିବଦ୍ଧ ଭାବରେ ଇସ୍ତଫା ଦେଇ… Read More...
ଅପରାଧ ବୋମାଫୁଟି ବାଳକର ପାଦଛିଣ୍ଡିଲା SATYA SANDHANA DESK Jan 25, 2023 ସୁନ୍ଦରଗଡ଼,୨୫ା୧(ଏସଏସନିଉଜ)ସଦରଥାନା ଅଧିନସ୍ଥ ସୁବଳୟା ମୁସଲିମବସ୍ତିରେ ବୋମାଫୁଟି ସବିନାଖାତୁନଙ୍କ ପୁଅ ମହମ୍ମଦତେଗିଅଲ୍ଲୀ ନାମକ ବାଳକର ପାଦ ଛିଣ୍ଡିଯାଇଛି। ଗୁରୁତର… Read More...
ଅପରାଧ ଜଙ୍ଗଲରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ SATYA SANDHANA DESK Jan 25, 2023 ବଲାଙ୍ଗୀର ,୨୫ା୧(ଏସଏସନିଉଜ) ସଇନ୍ତଲାବ୍ଲକ୍ ଘୁନସରପଞ୍ଚାୟତ ଦେଢେ଼ଲଜଙ୍ଗଲରୁ ଜଣେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଠୁର୍ରନୀକାନୀଗ୍ରାମର ମହିଳା ରତନୀରଣା… Read More...