ସଂକ୍ଷେପରେ ଆଜିଦିନର ଖବର…

0 248

୧-ମୋଜୀବନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ହେଇଛନ୍ତି ଆହ୍ୱାନ;-ଆତ୍ମିୟଙ୍କ ନାମରେ ଶପଥ,ସର୍ତକ ରହି କରୋନାକୁ କ ପ୍ରତିହତ ।
୨-ସାରା ଦେଶରେ ଲକ୍‌ଡାଉନ୍ ମଙ୍ଗଳବାରରାତି୧୨ଟାରୁ ୨୧ଦିନିଆ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।
୩-ଜୁନ୍‌୩୦ତାରିଖ ପର୍ଯ୍ୟନ୍ତ ବଢିଲା ଆୟକର ରିଟର୍ଣିଂ ଓ ଆଧାର-ପାନ୍ ଲିଙ୍କ୍ ସମୟସୀମା ।
୪-ହୋମ୍ କ୍ୱାରେଟାଇନ୍‌ରେ ରହିଲେ ପୁରୀଗୋବର୍ଦ୍ଧନମଠର ମଠାଧିଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ।
୫-୫୦ବର୍ଷ ବୟସରୁ ଉର୍ଦ୍ଧ ସରକାରୀ କର୍ମଚାରୀଙ୍କୁୁ ଏପ୍ରିଲ ୪ପର୍ଯ୍ୟନ୍ତ ଛୁଟି ;- ସାଧାରଣ ପ୍ରଶାସନବିଭାଗ ।
ଜାରିହେଲା ଅନ୍‌ଲାଇନ୍ ପାସ୍ ବ୍ୟବସ୍ଥା ,ଡାକ୍ତର,ନର୍ସଙ୍କୁ ଆବଶ୍ୟକ ପଡିବନି ପାସ୍ ଦେଖାଇବା,ବିଜ୍ଞପ୍ରି ଜାରିକଲେ ଡିଜିପି ।
୬-ମାର୍ଚ୍ଚ୨୯ଯାଏଁ ବନ୍ଦ ରହିବ ଆହାରକେନ୍ଦ୍ର ,କେବଳ ଡାକ୍ତରଖାନାରେ ରହିବ ଖୋଲା ।
ଘରୋଇ କମ୍ପାନୀଙ୍କୁ ମୋଦିଙ୍କ ପରାମର୍ଶ – କର୍ମଚାରୀଙ୍କୁ ଘରୁ କାମ କରିବାକୁ ସୁଯୋଗ ଦିଅନ୍ତୁ । ଛଟେଇ କରନ୍ତୁନାହିଁ ।
୭-ଯେକୈାଣସି ଏଟିଏମ୍ ରୁ ଟଙ୍କା ଉଠାଇଲେ ପଡିବନି ଚାର୍ଚ୍ଚ । ୩ମାସ ପର୍ଯ୍ୟନ୍ତ ଅନ୍ୟ ବ୍ୟାଙ୍କ୍ ଏଟିଏମରୁ ଉଠାଇଲେବି ପଡିବନି ଶୁକ୍ଳ ଘୋଷଣାକଲେ ଅର୍ଥମନ୍ତ୍ରୀ ନିର୍ମଳାସୀତାରମଣ ।
୮-କରୋନା କାରଣରୁ ଗୋଟିଏ ବର୍ଷ ଘୁଚିଂଲା ଟୋକିଓ ଅଲମ୍ପିକ ,୨୦୨୧ରେ ହେବ ଆୟୋଜନ ।
୯-କରୋନା ପରେ ଚାଇନାରେ ହନ୍ତା ଭାଇରସ୍ ;-ଜଣେ ମୃତ ,୩୨ ଆକ୍ରାନ୍ତ ।
୧୦-ଦିଲ୍ଲୀରେ କରୋନା ସଂକ୍ରାମିତଙ୍କ ଚିକିସ୍‌। କରୁଥିବା ଡାକ୍ତର ଓ ନର୍ସଙ୍କୁ ଡରୁଛନ୍ତି ଘରମାଲିକ, କ୍ଷୁବ୍ଧ ହେଲେ ଅମିତଶାହା,ଆକ୍ସନପାଇଁ ପୋଲିସକୁ ଦେଲେ ନିର୍ଦ୍ଦେଶ ।

Leave A Reply

Your email address will not be published.