ପ୍ରକାଶ ପାଇଲା ଓସିଏସ ରେଜଲ୍ଟ

0 174

ଭୁବନେଶ୍ୱର,୭/୧୦(ଏସଏସ ବିଳ)ପ୍ରକାଶ ପାଇଲା ଓସିଏସ ରେଜଲ୍ଟ ।ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ତେଜସ୍ୱିନୀ ବେହେରା ଓସିଏସ ହେଲେ ଟପର ।୨୪୪ ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିବା 148 ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।ପ୍ରଥମ ତିନୋଟି ସ୍ଥାନରେ ଛାତ୍ରୀ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାଶ ରହିଥିବା ବେଳେ ତୃତୀୟ ସ୍ଥାନରେ ସୃଷ୍ଟି ଶତପଥୀ ରହିଛନ୍ତି ।ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ ଏବଂ ତିନି ଜଣ ପୁଅ ଅଛନ୍ତି ।

Leave A Reply

Your email address will not be published.