ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ଵାମୀ

0 128

ବାଲେଶ୍ବର,୪/୧୧(ଏସଏସ ନିଉଜ)ଜଳେଶ୍ଵର ଥାନା ଅଧୀନସ୍ଥ ମହମ୍ମଦ ନଗର ପାଟଣା ପଞ୍ଚାୟତ କୁବାଡିଆ ଗ୍ରାମରେ ନିଜ ସ୍ତ୍ରୀକୁ ପିଟିପିଟି ମାରିଦେଇଛି ସ୍ଵାମୀ। ଆଜି ମହା ପଞ୍ଚକ ପର୍ବ ଆରମ୍ଭ ହେଉଥିବା ବେଳେ ଏପରି ଘଟଣାକୁ ନେଇ ଜଳେଶ୍ଵର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଅଭିଯୁକ୍ତକୁ ଗିରଫ କରିଛିପୁଲିସ ।

Leave A Reply

Your email address will not be published.