ପୁରା ପରିବାର ହସ୍ପିଟାଲରେ ଭର୍ତ୍ତି

0 193

ଭୁବନେଶ୍ୱର,୪/୧୧(ଏସଏସ ନିଉଜ)ସୁଦଶା ବ୍ରତ ଓ ଅଁଳାନବମୀରେ ଘରେ ହୋଇଥିବା ଖାଦ୍ୟ ଖାଇ ଗୋଟିଏ ପରିବାରର ୯ ଜଣ ସଦସ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ପାଇକମରା ଗ୍ରାମର ଅଖିଳ ସାହୁଙ୍କ ପରିବାରରେ ଘଟିଛି।

Leave A Reply

Your email address will not be published.