0 131 Share ବାଲିପାଟଣା,୨୦/୧୨(ଏସଏସ ନିଉଜ) ମଠ ପରିସରରେ ଆମ୍ବଗଛରେ ଝୁଲି ପଡ଼ିଲେ ଯୁବକ।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତ ଯୁବକଙ୍କ ନାମ ସୁକାନ୍ତ ବେହେରା (୨୮) । କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ତରଡ଼ପଡା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। 0 131 Share