ହକି ବିଶ୍ବକପ ପାଇଁ ଲାଗିଲା କଟକଣା

0 155

କଟକ,୨୦/୧୨(ଏସଏସ ନିଉଜ)କଟକରେ ଜାନୁଆରୀ ୧୧ରେ ପୁରୁଷହକି ବିଶ୍ବକପର ଉଦଘାଟନ ଉତ୍ସବ। ଉଦଘାଟନୀ ଉତ୍ସବ ଲାଗି ଗମନାଗମନକୁ ସୁରକ୍ଷିତ ଓ ସ୍ବଚ୍ଛ ରଖିବା ନିମନ୍ତେ କଟକରେ ଭାରିଯାନରେ ଲଘୁଖଣିଜ ପଦାର୍ଥ ପରିବହନ ଉପରେ କଟକଣା ଜାରି କରିଛି ପ୍ରଶାସନ । ଜାନୁଆରୀ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି କଟକଣାକୁ ଲାଗୁ କରାଯାଇଥିବାର ଜିଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି ।ଏହିଡିନରେ ଟ୍ରକ , ଟିପ୍ପର , ଟ୍ରାକ୍ଟରରେ ବାଲି , ଚିପ୍ସ ଆଦିର ପରିବହନ ହେବନି।ଏହି କଟକଣା ୧ରୁ୧୨ତାରିଖ ପର୍ଯ୍ୟନ୍ତ ଦିନରାତି ୨୪ ଘଣ୍ଟା ଏହି କଟକଣା ଲାଗୁ ରହିବ। କଟକ ସହରସୀମା ଓ କଟକରୁ ଭୁବନେଶ୍ବର ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ

Leave A Reply

Your email address will not be published.