ଡଷ୍ଟବିନରୁ ସଜ୍ଞାହିନ କଲେଜଛାତ୍ରୀ ଉଦ୍ଧାର

କଟକ,୩ା୧(ଏସଏସନିଉଜ)ଆବର୍ଜନାଗୃହ ଭିତରେ ହାତଗୋଡ ବନ୍ଧାଅବସ୍ଥାରେ ପଡ଼ିଥିବା କଲେଜ ଛାତ୍ରୀଙ୍କୁ । ସ୍ଥାନୀୟ ଲୋକ ଓ କଲେଜ ଛାତ୍ରଛାତ୍ରୀ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି। ତାଙ୍କୁ କିଏ ଓ କାହିଁକି ଏପରି ଅବସ୍ଥାରେ ବାନ୍ଧି ଫିଙ୍ଗି ଦେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିାଁସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟଠାରୁ ମାତ୍ର ୪୦୦ ମିଟର ଦୂରରେ ଥିବା ଆବର୍ଜନା ଗୃହ ଭିତରେ ଜଣେ ଯୁକ୍ତଦୁଇ କଲେଜଛାତ୍ରୀ ଙ୍କ ହାତ, ଗୋଡ଼ ଓ ପାଟିକୁ ଛାତ୍ରୀଙ୍କ ଓଢ଼ଣୀରେ ବନ୍ଧା ଯାଇଥିଲା। ଛାତ୍ରୀ ଜଣକ କଲେଜ ୟୁନିଫର୍ମରେ ପିନ୍ଧିଥିଲେ। ତାଙ୍କ ପାଖରୁ ଗୋଟିଏ ମୋବାଇଲ୍ ଓ କଲେଜ ବ୍ୟାଗପଡ଼ିଥିଲା। ଜଣେ ଚାଷୀ ଏହାଦେଖି ଅନ୍ୟମାନଙ୍କୁ ଜଣାଇବାପରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।

- Advertisement -

Leave A Reply

Your email address will not be published.