0 122 Share ଭୁବନେଶ୍ୱର,୧୯।୧(ଏସଏସ ନିଉଜ)ଜଗତସିଂହପୁରରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଆରମ୍ଭ ହୋଇଛି। ଚାଷୀମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଧାନ ଢାଳି ବିକ୍ଷୋଭ କରିଛନ୍ତି। 0 122 Share