0 90 Share ଦେବଗଡ଼,୧୨।୬(ଏସଏସନିଉଜ)ପୁଅର ଠେଙ୍ଗା ମାଡ଼ରେ ବାପା ମୃତୁବରଣ କରିଥିବାବେଳେ ମାଆ ଆହତ ହୋଇଛି।ଲଇମୁରା ଥାନା ଭାଲୁବୁହାଗାଁରେ ମଦ୍ୟପ ପୁଅ ଏହିଭଳି ଉନ୍ମତ୍ତକାଣ୍ଡ ଭିଆଇଛି। ଅଭିଯୁକ୍ତ ପୁଅ ଥାନାରେ ଅଟକ ରହିଥିବାବେଳେ ମାଆ ଦେବଗଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି। 0 90 Share