କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି

0 246

ଭୁବନେଶ୍ୱର,୫/୫(ଏସଏସନିୟୁଜ)କରୋନା ଧିରେଧିରେ ତାର କାୟା ବିସ୍ତାର କରିଚାଲିଛି । ପୁଣି ଆଜି ଆଉ ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତ ଜଣଙ୍କ ରାଉରକେଲାର ୪୯ବର୍ଷର ବ୍ୟକ୍ତି ।ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।ଆଜି ଗୋଟିଏ ଦିନରେ ୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତଙ୍କସଂଖ୍ୟା ୧୨କୁ ବୃଦ୍ଧିପାଇଥିବାବେଳେ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪କୁ ବୃଦ୍ଧିପାଇଛି ।

Leave A Reply

Your email address will not be published.