ପୁଣି ବଢିଲା ୬୫

0 561

ଭୁବନେଶ୍ୱର,୧୬/୫(ଏସ୍‌ଏସ୍‌ନିୟୁଜ)ପୁଣି୬୫ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ଯାଜପୁରରେ ୩୧, ଗଞାମରେ ୧୩, କଟକରେ୬,କେନ୍ଦ୍ରାପଡାରେ୪, ପୁରୀରେ୪,ଖୋର୍ଦ୍ଦାରେ୩, ନୟାଗଡରେ୨, ମୟୁରଭଞରେ୨କୁ ମିଶାଇ୬୫ଜଣ ଆଜି ସକାଳୁ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ କ୍ୱାରେଟାଇନ ସେଂଟରରେ ରହିଥିବା ୬୨ଜଣ ଓ ହୋମ କ୍ୱାରେଟାଇନରେ ୩ଜଣ ରହିଥିଲେ ।ଯାହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୭୩୭ରେ ପହଁଚିଛି ।ଏଥିଯୋଗୁ ଗଞାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮,ଯାଜପୁରରେ ୧୨୧,ପୁରୀରେ୧୮, କେନ୍ଦ୍ରାପଡା ରେ ୨୬ ,ଖୋର୍ଦ୍ଧାରେ ୫୬, ନୟାଗଡରେ୭,ମୟୁରଭଞରେ୧୧କୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସମୁଦାୟ ୧୬୬ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୫୬୮ଜଣ ଏବେ ଚିକିସ୍‌ତ ରହିଛନ୍ତି ।

Leave A Reply

Your email address will not be published.