କରୋନା-ପୁଣି ବଢିଲେ ୧୭୩

0 250

ଭୁବନେଶ୍ୱର,୬/୬(ଏସ୍‌ଏସ୍‌ନିୟୁଜ)ପୁଣି ନୁଆ ୧୭୩ଜଣ କରୋନାଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଯାହାକୁ ନେଇ ରାଜ୍ୟରେ କରୋନାଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ହୋଇଛି ।୧୭୩ଜଣଙ୍କ ମଧ୍ୟରେ ୧୫୦ଜଣ ସଂଗରୋଧରେ ଥିବାବେଳେ ୨୩ଜଣ ସ୍ଥାନୀୟ ଲୋକ ବୋଲି ସୁଚନା ଓ ଲୋକସର୍ମ୍ପକ ବିଭାଗ ପକ୍ଷରୁ କୁହାଯାଇଛି । ସମୁଦାୟ ୧୬୦୪ଜଣ ସୁସ୍ଥହୋଇଥିବାବେଳେ ୧୧୬୭ଜଣ ଚିକିସ୍‌ା ହେଉଛନ୍ତି ଓ ୮ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ୧୯, ଖୋର୍ଦ୍ଧାରୁ ୯, ଝାରସୁଗୁଡାରୁ ଜଣେ, ନୟାଗଡରୁ ୭, କଟକରୁ ୧୩, ମୟୁରଭଞ୍ଜରୁ ୧୩, ଭଦ୍ରକରୁ ୪, କଳାହାଣ୍ଡିରୁ ଦୁଇ, ଗଞ୍ଜାମରୁ ୬୪, ଗଜପତିରୁ ୧୦, ବଲାଙ୍ଗୀରରୁ ୧୧, ବାଲେଶ୍ୱରରୁ ୧୧, ପୁରୀରୁ ଜଣେ ଓ ନୂଆପଡାରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯୭,ରେ ଯାଜପୁରରେ ୩୧୨, ଖୋର୍ଦ୍ଧାରେ ୨୨୬, ବାଲେଶ୍ୱର ୧୯୦, ଭଦ୍ରକ ୧୪୦, ବଲାଙ୍ଗୀର ୧୧୬, ବରଗଡ଼ ୧୬, କଟକ ୧୬୭, ପୁରୀ ୧୦୦, ନୟାଗଡ଼ ୮୩, ଜଗତସିଂହପୁର ୮୭, କେନ୍ଦ୍ରାପଡ଼ା ୧୬୩, ସୁନ୍ଦରଗଡ ୮୧, ବୌଦ୍ଧ ୩୪, ଅନୁଗୁଳ ୩୧, ଦେବଗଡ଼ ୩୩, କେନ୍ଦୁଝର ୩୨, ମାଲକାନଗିରି ୨୧, ମୟୁରଭଞ୍ଜ ୭୦, କଳାହାଣ୍ଡି ୨୭, ନୂଆପଡ଼ା ୬୮, କନ୍ଧମାଳ୨୫, ଗଜପତିରେ ୬୧କୁ ବୃଦ୍ଧି ପାଇଛି ।

CONTACTsatyasandhana.in, ph/ whatsApp -9937134189,facebook- satyasandhana ,mail- satyasandhana@gmail.com ,ଲାଇକ୍ ଓ ସେୟାର କରନ୍ତୁ । 

 

Leave A Reply

Your email address will not be published.