ରାତ୍ରିକାଳୀନ କର୍ଫ୍ୟୁ ରଜ ପାଇଁ କୋହଳ

0 289

ଭୁବନେଶ୍ୱର,୧୧/୬(ଏସଏସନିୟୁଜ) ଆଗକୁ ଆସୁଛି ରଜ।ଆସନ୍ତାକାଲି ରାତ୍ରୀକାଳିନ କର୍ଫୁ ହେବ ସାମାନ୍ୟ କୋହଳ । ରଜ ପର୍ବର ପୂର୍ବ ପ୍ରସ୍ତୁତି କରିବା ପାଇଁ କରୋନା କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଦିନ ଅର୍ଥାତ ୧୨ ତାରିଖ ଦିନ ଏହାକୁ କୋହଳ କରାଯାଇଛି । ଶୁକ୍ରବାର ଦିନ ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ ରାତ୍ରିକାଳିନ କର୍ଫ୍ୟୁ ଲାଗୁ ହେବ ବୋଲି ସୂଚନା ଜାରି କରାଯାଇଛି । ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ନେଇ ସ୍ବତନ୍ତ୍ର ରିଲିଫ କମିସନର ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.