ଭୁବନେଶ୍ୱର,୨୨ା୫(ଏସଏସନିଉଜ) ତିନି ବର୍ଷର ବ୍ୟବଧାନ ପରେ ଭୁବନେଶ୍ୱରରେ କରୋନାର ପ୍ରଥମ ମାମଲା ଚିହ୍ନଟ ହୋଇଛି ।ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ଦିଲ୍ଲୀରୁ ଫେରି ବର୍ତ୍ତମାନ ଘରେ କ୍ୱାରାଣ୍ଟାଇନ୍ରେ ଅଛନ୍ତିାକୋରୋନା ଲକ୍ଷଣ ପ୍ରକାଶ ପାଇବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ପରୀକ୍ଷା କରିଥିଲେ ।ପରୀକ୍ଷାପରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଚୀନ୍ ଏବଂ ସିଙ୍ଗାପୁରରେ କୋଭିଡ୍-୧୯ ବ୍ୟାପିଥିବା ବେଳେ, ଏବେ ଭାରତରେ ଏହି ସଂକ୍ରମଣ ପହଞ୍ଚିଛି।
