ଆରମ୍ଭ ହେଲା ମହିଳା କୋର୍ଟ

0 227

ଭୁବନେଶ୍ୱର,୨୩/୧୧- ଓଡିଶାର ପ୍ରଥମ ମହିଳା କୋର୍ଟ ଖୋର୍ଦ୍ଧାଠାରେ  ଊଦଘାଟିତ ହୋଇଯାଇଛି । ଉଚ୍ଚନ୍ୟାୟାଳୟର ଜଷ୍ଟିସ୍ ସଞୟ କୁମାର ମିଶ୍ର ଏହାକୁ ଆନୁଷ୍ଟାନିକ ଭାବେ ଶନିବାରଦିନ ଉଦଘାଟନ କରିଛନ୍ତି । ଏହି ଅବସରରେ ଖୋର୍ଦ୍ଧାଜିଲ୍ଲାଓକିଲ ସଂଘର ସଭାପତି ପ୍ରାଣକୃଷ୍ନ ଦଳବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଜଷ୍ଟିସ୍ ସଞୟ କୁମାର ମିଶ୍ର,ସମ୍ମାନୀତ ଅତିଥି ଭାବେ ଜିଲ୍ଲାଜଜ୍ ସତ୍ୟନାରାୟଣ ମିଶ୍ର,ରେଜିଷ୍ଟାର ଭିଜିଲାନ୍ସ ଲଳିତ କୁମାର ଦାସ ଓ ଖୋର୍ଦ୍ଧାଜିଲ୍ଲାଓକିଲ ସଂଘର ଉପସଭାପତି ପ୍ରଫୁଲ କୁମାର ଦାସ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.