ଅତିରିକ୍ତ ଦାୟିତ୍ଵ ନେଲେ ଉଷା ପାଢ଼ୀ

0 701

ନୂଆଦିଲ୍ଲୀ,୨୮/୮(ସତ୍ୟସନ୍ଧାନ ଡେସ୍କ )୧୯୯୬ ବ୍ୟାଚ୍ ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଉଷା ପାଢ଼ୀଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ନିଯୁକ୍ତି ଦିଆଯାଇଛି । ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ୩୩ ବର୍ଷ ମଧ୍ୟରେ ଉଷା ହେଉଛନ୍ତି ପ୍ରଥମ ମହିଳା। କେନ୍ଦ୍ରୀୟ ଡେପୁଟେସନରେ ଥିବା ଉଷା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଦାୟିତ୍ୱ ରେ ରହିଛନ୍ତି ।

Leave A Reply

Your email address will not be published.