ସିରିଜ୍ ବୋମାମାଡ଼

0 815

ଜଟଣୀ,୧୮/୧୦(ଏସ ଏସ ନିୟୁଜ) ଜଟଣୀର ବାଲିଛକ ମୁଣ୍ଡିଆ ସାହିରେ ୬ଟି ବୋମାମାଡ଼ ହୋଇଥିବାର ଜଣାପଡିଛି ।୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମା ପକାଇ ଫେରାର ହୋଇଯାଇଛନ୍ତି ।ଏହି ଘଟଣାରେ ଜଣେ ଆହତ ହୋଇଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବାର ସନ୍ଦେହ କରାଯାଉଛି।ଘଟଣ। ପରେ  ଖବର ପାଇ ଜଟଣୀ ପୋଲିସ ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.