ବିନା ଭକ୍ତ, ରକ୍ତରେ ହେଲା ଛତର ଯାତ୍ରା

0 545

ଖବର ଆଜିର,ତାରିଖ ୨୫/୧୦/୨୦ ରବିବାର।
୧-ରୋମାଞ୍ଚକର ମ୍ୟାଚ । ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ୧୨ ରନରେ ବିଜୟ ହାସଲ କଲା ରାହୁଲ ବାହିନୀ ।
୨-ବ୍ୟାଟିଂ ପରେ ବୋଲିଂରେ ଚମତ୍କାର । ୫୯ ରନରେ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର୍ସ ।
୩-ବାଲେଶ୍ୱରରେ ଜମୁଛି ପ୍ରଚାର : ବଡ ଘୋଷଣା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବିଜେଡି ପ୍ରଚାରରେ ୩ ମନ୍ତ୍ରୀ ।
୪-ଚୀନ୍ ସହ ସାମ୍ଭବ୍ୟ ଯୁଦ୍ଧ ଆଶଙ୍କାରେ ପ୍ରସ୍ତୁତି କରୁଛି ଆମେରିକା, ଜାପାନରେ ଚାଲିଛି ମେରିନ୍ସଙ୍କ ନୋବେଲ ଫ୍ୟୁରୀ-୨୧ ମିସନ।
୫-‘କୋଭିସିଲ୍‌ଡ’ ସମେତ ୫ଟି ଟିକାର ୧୦୦ କୋଟି ମାତ୍ରା ପାଇଁ ପ୍ରସ୍ତୁତ ହେଉଛି ସିରମ୍ ।
୬-ବଦଳୁଛି ନେପାଳର ଭାରତ ବିରୋଧୀ ମନଭାବ : ପୁରୁଣା ନକ୍ସା ସହିତ ଦେଲେ ଦଶହରାର ଶୁଭକାମନା ।
୭-ବନ୍ୟା କ୍ଷୟକ୍ଷତି : କେନ୍ଦ୍ରକୁ ୧୫୬୯.୫୧ କୋଟିର ସହାୟତା ମାଗିଲେ ରାଜ୍ୟ ସରକାର ।
୮-ସୁସ୍ଥ ଅଛନ୍ତି କପିଳ ଦେବ ।
୯-ଆଇସକ୍ରିମ୍ କାଠିରେ ମା’ ଦୁର୍ଗା, ଗଣେଶ ଓ ଜଗନ୍ନାଥଙ୍କ ପ୍ରତିମା ତିଆରି କରି ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ପୁରୀ ଯୁବକ ।
୧୦-ବଲାଙ୍ଗୀର ଜେଲରେ ପୁଞ୍ଜିଲାଲକୁ ମାଡ! ପାଟଣାଗଡ଼ ଏଡିଜେ କୋର୍ଟରେ ପିଟିସନ ଦାଖଲ କଲେ ଓକିଲ ।

୧୧-ବଲାଙ୍ଗୀର ଜେଲରେ ପୁଞ୍ଜିଲାଲକୁ ମାଡ! ପାଟଣାଗଡ଼ ଏଡିଜେ କୋର୍ଟରେ ପିଟିସନ ଦାଖଲ କଲେ ଓକିଲ ।
୧୨-ଆମେରିକା ସହିତ ମତଭେଦ: ପୁଟିନ କହିଲେ- ରୁଷ ଓ ଚୀନ ମଧ୍ୟରେ ଭବିଷ୍ୟତରେ ସାମରିକ ମେଣ୍ଟକୁ ଏଡାଇ ଦିଆଯାଇନପାରେ।
୧୩-ରୋହନପ୍ରୀତଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର, ଭାଇରାଲ ହେଲା ଭିଡିଓ ।
୧୪-ବହୁଚର୍ଚ୍ଚିତ ଗୁଡିୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଏବେ ସୁଦ୍ଧା ଖର୍ଚ୍ଚ କରିଛି ୨୧ ଲକ୍ଷ ୭୦ ହଜାର, ଯାଞ୍ଚ ପ୍ରକ୍ରିୟା ନେଇ ଉଠିଲା ପ୍ରଶ୍ନ ।
୧୫-ପୁରୀ ଯାଇ ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ । ସ୍ୱର୍ଗଦ୍ୱାର ଉନ୍ନତୀ, ଗୋଶାଳା ଓ ଭିକ୍ଷୁକ ଥଇଥାନ କାର୍ଯ୍ୟର କଲେ ସମୀକ୍ଷା । ଆସନ୍ତା ବର୍ଷ ପୁରୀ ସ୍ୱର୍ଗଦ୍ୱାର ନବୀକରଣ କାମ ଶେଷ କରିବାକୁ ଲକ୍ଷ୍ୟ ।
୧୬-MI ଇଣ୍ଡିଆର ବଡ଼ ସଫଳତା, ୭ ଦିନିଆ ଫେଷ୍ଟିଭ୍ ସେଲ୍‌ରେ ବିକିଛି ୫୦ ଲକ୍ଷ ସ୍ମାର୍ଟଫୋନ୍ ।
୧୭-ବିନା ଭକ୍ତ ଓ ରକ୍ତରେ ହେଲା ଛତର ଯାତ୍ରା: ମୁଖ୍ୟ ରାସ୍ତାରେ ବଳି ବନ୍ଦ; ଘର ସମ୍ମୁଖରେ ବଳିଦେଲେ ମାନସିକଧାରୀ ।
୧୮-ଡିସେମ୍ବର ୩୧ ଯାଏଁ ବଢ଼ିଲା ଆୟକର ଟିକସ ରିଟର୍ଣ୍ଣ ଦାଖଲ ଅବଧି .।
୧୯-ପେମେଣ୍ଟ ଆପରେ ଆଉ ରହିବନି ଭିନ୍ନ ଭିନ୍ନ ‘କ୍ୟୁଆର୍ କୋଡ୍’, ସମସ୍ତଙ୍କ ପାଇଁ ଲାଗୁ ହେବ ଗୋଟିଏ କୋଡ୍ ।
୨୦-ମହାନଦୀ ଜଳ ବିବାଦ ମାମଲା : ଖୁବ୍‌ଶୀଘ୍ର ଓଡ଼ିଶା-ଛତିଶଗଡ଼ ବୈଠକ
୨୧-ଆଫଗାନିସ୍ତାନ ରାଜଧାନୀରେ ଭୟଙ୍କର ବିସ୍ଫୋରଣ: ୧୩ ମୃତ, ୩୦ ଆହତ ।
୨୨-ଥମୁନି ଆର୍ମେନିଆ-ଅଜରବୈଜାନ ଲଢେଇ, ଏବେ ଯୁଦ୍ଧବିରତି ପାଇଁ ଆଗକୁ ଆସିଲା ଆମେରିକା ।

 

Leave A Reply

Your email address will not be published.