ଜାଲିଗଲା ଦୁଇବଖରା ଘର

0 370

ଚନ୍ଦକା ,୩/୧୨(ଏସଏସନିୟୁଜ)ଗୁରୁବାର ଦିନ ଭୁବନେଶ୍ବର ବ୍ଳକ ଅନ୍ତର୍ଗତ ମେଣ୍ଢାଶାଳ ପଞ୍ଚାୟତର ବାରପିଠା ଗ୍ରାମରେ ନିଆଁ ଲାଗି ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡିଯାଇଛି ।ରମେଶ କ୍ୟୁଙ୍କେଲ ଏବଂ ମାଳତୀ କ୍ୟୁଙ୍କେଲ ଙ୍କ ସହ ପରିବାର ଲୋକମାନେ ବିଲକୁ କାମକରିବାକୁ ଯାଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିବାରୁ ଘରଭିତରେ ଥିବା ସମସ୍ତ ଆସବାପତ୍ର ,ଧାନ,ଚାଉଳ ନିଆଁ ଲାଗି ପୋଡି ନଷ୍ଟ ହୋଇଯାଇଛି। ଏହି ଦୁର୍ଦିନ ଅବସ୍ଥାରେ ଅସହାୟ ଗରିବ ପରିବାର ଶୀତକାକର ରେ ରହିଛନ୍ତି ।ତାଙ୍କୁ ସାହାଯ୍ୟ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

 

Leave A Reply

Your email address will not be published.