ସିନିୟର କ୍ଲର୍କ ଘରେ ଭିଜିଲାନ୍ସ ଚଢାଉ

0 396

ଭୁବନେଶ୍ବର,୨୨/୧୨(ଏସଏସନିୟୁଜ)ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ- ୧ର ସିନିୟର କ୍ଲର୍କ ଅସିତ କୁମାର ନାୟକଙ୍କ ଘରେ ମଙ୍ଗଳବାରଦିନ ଭିଜିଲାନ୍ସ ଚଢାଉ କରିଛି ।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋଳନ୍ଥରାରେ ଥିବା ପୈତୃକ ଘର ଡୁମୁଡୁମା ବାସଭବନ, ଜଟଣି ପ୍ରଧାନ ସାହିରେ ଥିବା ଘର, , ବ୍ରହ୍ମପୁରରେ ଥିବା ଏକ ଫ୍ଲାଟ, ଆରଆଣ୍ଡବି ଡିଭିଜନ ଅଫିସକୁ ମିଶାଇ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।ଚଢାଉ ସମୟରେ ଚାରିଚକିଆ ଗାଡି ଓ ଦୁଇଚକିଆ ଗାଡି ,ବିପୁଳ ପରିମାଣର ଅଳଙ୍କାର ସହ ଟଙ୍କା ଜବତ ହୋଇଛି ।

 

Leave A Reply

Your email address will not be published.