ଉଦ୍ଧାର ହେଲା ବଜ୍ରକାପ୍ତା

0 420

କଟକ,୨୩/୧୨(ଏସ ଏସନିୟୁଜ) ଏସଟିଏଫ ଟିମ୍ ବଜ୍ରକାପ୍ତା  ବିକ୍ରୟ କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛନ୍ତି ,ଗିରଫ ବ୍ୟକ୍ତି ଗୁମୁତିପୁରର ସାନ୍ତୋଷ କୁମାର ଦଲାଇ।କଟକ ଜିଲ୍ଲା ଅନ୍ତର୍ଗତ କନ୍ଦରପୁର ବିରିବାଟି କେନାଲ ଏସ ଟି ଏଫ ଟିମ ପାଖରେ ମଙ୍ଗଳବାର ସନ୍ଧ୍ୟାରେ ଖବର ପହଞ୍ଚିଥିଲା,ଏହି ଟିମ ଚଢ଼ାଉ କରି ସନ୍ତୋଷ କୁମାର କୁ ଗିରଫ କରିବା ସହ ବଜ୍ରକାପ୍ତା  କୁ ଜବତ କରିଛନ୍ତି |ଏହି ବଜ୍ରକାପ୍ତା  କୁ ଆଜି ନନ୍ଦନକାନନରେ ଛଡ଼ାଯାଇଛି  |

Leave A Reply

Your email address will not be published.