କଟକ ରେ ନକଲି ପନୀର

0 463

କଟକ ,୩୦/୧୨(ଏସଏସନିୟୁଜ)ଗତ କିଛିଦିନ ଧରି ନକଲି ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପାନ ମସଲା ,ଓ ନିର୍ମାଣ ସାମଗ୍ରୀ ପର୍ଯ୍ୟନ୍ତ ପ୍ରସ୍ତୁତିରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା କଟକ ସହରରେ ପୁଣି ଏକ ନକଲି ପନୀର କାରବାର ଉପରେ ଚଢ଼ାଉ କରି କଟକ ଚାଉଳିଆଗଞ୍ଜ ପୋଲିସ ପ୍ରାୟ ଏକ କୁଇଣ୍ଟାଲ ରୁ ଅଧିକ ନକଲି ପନୀର ଜବତ କରିଥିବା ସୂଚନା ମିଳିଛି।ଏହି ନକଲି ପନୀର କୋଲକାତା ରୁ ଆସି ସାରା ସହରରେ ବିକ୍ରୟ କରାଯାଉଥିବା ଜଣା ପଡ଼ିଛି।ପୋଲିସ ଏହି କାରବାରରେ ସମ୍ପୃକ୍ତ ଜୈନକ ବ୍ୟକ୍ତି ଙ୍କୁ ଅଟକ ରଖିବା ସହ ଜବତ ପନୀର କୁ ଅଧିକ ପରୀକ୍ଷା ପାଇଁ କଟକ ମୁନିସିପାଲ କର୍ପୋରେସନ କୁ ହସ୍ତାନ୍ତର କରିଛି।

Leave A Reply

Your email address will not be published.