ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

0 171

ପାରାଦୀପ,୨୭/୮(ଏସଏସନିଉଜ)ସାଇକେଲ ନେଇ ରାସ୍ତାରେ ଯାଉଥିବା ଆଶାକର୍ମୀକୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ପାରାଦୀପ ଥାନାରେ ହୋଇଛି ।ଏକ କାରରେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇ ନେହରୁ ବଙ୍ଗଳା ଅଞ୍ଚଳରେ ଗଣଦୁଷ୍କର୍ମ କରିଥିବାର ପୀଡ଼ିତା ପକ୍ଷରୁ ୪ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି ।ଏହି ଲଜ୍ଜାଜନକ ଘଟଣା ଶୁକ୍ରବାର ଦିନ ଘଟିଛି ।ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.