ବିଦ୍ୟାଳୟରେ ୪ଜଣିଆ ପ୍ରତିନିଧି ଦଳ

0 150

ବାଲିଅନ୍ତା,୨୭/୮(ଏସଏସନିଉଜ)ଘଉଋଜଞ ନୁଆଦିଲ୍ଲୀରୁ ପ୍ରଫେସର ନିରଜାରଶ୍ମୀଙ୍କ ନେତୃତ୍ୱରେ ଏକ ୪ଜଣିଆପ୍ରତିନଧିଦଳ ବେଣୁପୁର ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚବିଦ୍ୟାଳୟ କୁ ପରିଦର୍ଶନରେ ଆସିଥିଲେ ।ଏହି ପ୍ରତିନିଧିଦଳ ବିଦ୍ୟାଳୟ ପରିସରରେ ପରିଛନତା,ପାନୀୟଜଳର ବ୍ୟବସ୍ଥା,ପୁର୍ଣକାର୍ଯ୍ୟକ୍ଷମ ଶୈାଚାଳୟ,ସ୍ମାର୍ଟକ୍ଲାସରୁମ୍ ,ବିଜ୍ଞାନ ଲାବୋଟାରୀ.କମ୍ପୁଟରଲାବ୍‌,ମିଟିଙ୍ଗହଲ ଆଦି କରାଯାଇଥିବା ସୁବିଧାଉପରେ ବୁଲି ଦେଖିବା ସହ ପ୍ରଶଂସା କରିଥିଲେ ।ଏହାପରେ ଅଭିଭାବକ ,ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନଙ୍କ ସହ ପ୍ରଶ୍ନୋତର ମାଧ୍ୟମରେ ବଭିିିର୍ଣ ଆଲେଚନା କରି ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ ।ସେମାନଙ୍କସହିତ ଓଏସଇପିଏର ର କୋଅଡିନେଟର ରାଜଶ୍ରୀପଟ୍ଟନାୟକ,ପ୍ରଣିତାସାବତ,ବିଇଓ ହିମାଂଶୁ ଭୁଷଣଓଝା ପ୍ରମୁଖ ଉପସ୍ଥିତ ଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଜମ୍ବେଶ୍ୱରରଥ ,କ୍ରିଡାଶିକ୍ଷକ ପ୍ରମୋଦ କୁମାରଖୁଂଟିଆଙ୍କ ସହ ସମସ୍ତ ଶିକ୍ଷକ ଶିୟତ୍ରୀ,ଆଲମୁନା କମିଟିର ସଦସ୍ୟ ଓଏସଏମସି କମିଟିର ସଦସ୍ୟମାନଙ୍କର କାର୍ଯ୍ୟପଦ୍ଧତି କୁ ମଧ୍ୟ ଏହି ପ୍ରତିନିଧିଦଳ ପ୍ରଶଂସା କରିଥିଲେ । ମହେଶ ଚନ୍ଦ୍ରରାୟ, ନୃଶିଂହଚରଣଜେନା, ଏସଏମସିଅଧକ୍ଷ ମାନସରଞନ ମହାପାତ୍ର,ମଂଚନାଥଦେବ ଉଚ୍ଚବିଦ୍ୟାଳୟର କ୍ରିଡାଶିକ୍ଷକ ଅକ୍ଷୟକୁମାରବାରିକ ଓ ସିଆରସିସି ଗଣେଶ୍ୱର ବିଶ୍ୱାଳ ,ସରପଂଚ ହୃଷିକେଶପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.