ଝିଅ ଛୁଇଁଲାନି ସତ୍କାର କଲେ ଗ୍ରାମବାସୀ

0 235

ପଟ୍ଟାମୁଣ୍ଡାଇ,୨୭/୮(ଏସ ଏସ ନିଉଜ)ମେଡିକାଲରେ ପଡ଼ିଥିବା ବୃଦ୍ଧଙ୍କ ଶବ ସତ୍କାର କଲେ ଗ୍ରାମବାସୀ।ଝିଅ ପାଖ ନପଶିବାରୁ ହାଇସ୍କୁଲ ପାଖ ଶ୍ମଶାନରେ ଶବ ସତ୍କାର କଲେ।
କାଲି ରାତିରେ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ୮୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.