ଆଉ ଆସୁଛି ଲଘୁଚାପ !

0 121

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ପୁଣି ଏକ ଲଘୁଚାପ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନାମିଳିଛି ।ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି ।ଉତ୍ତର-ପୂର୍ବ ବଙ୍ଗୋପ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି’ାବାୟୁମଣ୍ଡଳର ୩.୧ରୁ ୫.୮ କିମି ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି’ ,ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା ରହିଥିବାର ପାଣିପାଗବିଭାଗ ଅନୁମାନ କରିଛି ।ଅନ୍ୟପଟେ ହୀରାକୁଦଡ୍ୟାମ୍ ର ୮ଟି ଗେଟ୍ ବନ୍ଦ ହୋଇଛି ।ବର୍ତ୍ତମାନ ୧୪ଟିଗେଟ୍ ଦେଇ ଜଳନିଷ୍କାସନ ଜାରି ରହିଛି ।ବାମପାର୍ଶ୍ବରେ ୭ଟି ଏବଂ ଡାହାଣପାର୍ଶ୍ବରେ ୭ଟିଗେଟ୍ ଦେଇ ଜଳନିଷ୍କାସନ ଚାଲିଥିବାର ଜଣାପଡିଛି ।

Leave A Reply

Your email address will not be published.