ଆଉ ମାସେ ବଢ଼ିଲା କୋରୋନା କଟକଣା

0 393

ଖବର ଆଜିର,ତାରିଖ. ୨୯-୧୨-୨୦ ମଙ୍ଗଳବାର

-ସ୍କୁଲ ପାଠ୍ୟକ୍ରମରେ ରହିବ ଓଡିଶାର ବରପୁତ୍ରମାନଙ୍କ କାର୍ଯ୍ୟଶୈଳୀ ଓ ଜୀବନୀ: କ୍ୟାବିନେଟର ନିଷ୍ପତ୍ତି ।
୨-ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ପ୍ରତିବର୍ଷ ଦେବେ ସମ୍ପତ୍ତି ତାଲିକା ।
୩-ସରକାରୀ ହାଇସ୍କୁଲରେ ପଢ଼ିଲେ ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖାରେ ଆସନ୍ତା ଶିକ୍ଷାବର୍ଷଠୁ ସଂରକ୍ଷଣ ସୁବିଧା ପ୍ରଦାନ ନିମନ୍ତେ ଏକ ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି
୪-ଆସନ୍ତା ୩୦ରୁ ରାଜ୍ୟରେ ବଢ଼ିବ ଶୀତ, ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଲେ ଏସଆରସି ।
୫-ଜାନୁଆରି ସୁଦ୍ଧ‌ା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟିକାକୁ ବ୍ରିଟେନରେ ମିଳିବା ଅନୁମତି : ଅଦର ପୁନାୱାଲା ।
୬-କୋଭିଡ୍ ଭ୍ୟାକ୍‌ସିନକୁ ଦେଶରେ ଖୁବ ଶୀଘ୍ର ମିଳିବ ମଞ୍ଜୁରୀ, ୫୦ ନିୟୁତ ଡୋଜ ପ୍ରସ୍ତୁତ: ସେରମ ଇନ୍‌ଷ୍ଟିଚ୍ୟୁଟ୍ ।
୭-ଚିଟଫଣ୍ଡ ଅନୁସନ୍ଧାନରେ ସ୍ଥାଣୁତା ବିରୋଧରେ କଂଗ୍ରେସର ତ୍ରିରଙ୍ଗା ଯାତ୍ରା; ଘେରିଲା ସିବିଆଇ ଅଫିସ ।
୮-କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି ।
୯-ଉତର ଭାରତରେ ଜାଡର ପ୍ରକୋପ । ହିମାଚଳ ଓ ଜମ୍ମୁକଶ୍ମୀରରେ ପ୍ରବଳ ତୁଷାରପାତ, ସର୍ତକ କଲା ପାଣିପାଗ ବିଭାଗ ଆସନ୍ତା ୩ଦିନ ଲାଗି ରହିବ ବରଫ ବର୍ଷା ।
୧୦-ବଡ ଖବର :ଦେଶରେ ଆଉ ମାସେ ବଢ଼ିଲା କୋରୋନା କଟକଣା ।
୧୧-ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର: ନିଯୁକ୍ତି ନିମନ୍ତେ ସାରା ଦେଶରେ ଆସନ୍ତା ବର୍ଷଠାରୁ ଅନଲାଇନ ଏକକ ଯୋଗ୍ୟତା ପରୀକ୍ଷା ।
୧୨-ବିରାଟ କୋହଲି ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟ ଖେଳାଳି ।
୧୩-ଭିକ୍ଷାବୃତ୍ତିରେ ଶିଶୁଙ୍କୁ ନିୟୋଜିତ ଘଟଣା : ଡିସିପିଙ୍କୁ ଓଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ ।
୧୪-ବିଶ୍ୱ ଓଡ଼ିଆ ମହୋତ୍ସବ ଉଦ୍‌ଯାପିତ, ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ଶପଥ ।
୧୫-ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଆରାହାସା ଜଙ୍ଗଲରୁ ୨୨ ଲ୍ୟାଣ୍ଡମାଇନ୍ ଉଦ୍ଧାର, ନିଷ୍କ୍ରିୟ କଲେ ସିଆରପିଏଫ୍ ଯବାନ ।
୧୬-ଜିଏସଟି କ୍ଷତିପୂରଣ : ରାଜ୍ୟ ଗୁଡିକକୁ ୬ ହଜାର କୋଟି ଟଙ୍କା ପ୍ରଦାନ

Leave A Reply

Your email address will not be published.