ଅଭାବନିୟ ଦୃଶ୍ଯ,ଅକଥନୀୟ ନିର୍ଯାତନା

ଗଞ୍ଜାମ,୨୨।୬(ଏସଏସନିଉଜ)ନିର୍ଯାତନାର ଲଙ୍ଘିଲା ସବୁ ସୀମା।ଏହିଭଳି ଅଭାବନିୟ ଦୃଶ୍ଯ ଅକଥନୀୟ ନିର୍ଯାତନା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ତିନୋଟି ଗୋମାତାକୁ ଝିଅକୁ ଉପହାରରେ ଦେବାକୁ ନେଉଥିବା ବେଳେ ଗୋଚାଲାଣ ସନ୍ଦେହ କରି ଗାଁଦାଣ୍ଡରେ ବସିଲା କଙ୍ଗାରୁକୋର୍ଟ ।ଦୁଇଜଣ ଦଳିତଲୋକକୁ ଅଧାଲଣ୍ଡା କରି ଗାଁଦାଣ୍ଡରେ ପାଟିରେ ଘାସ ବିଡାଧରାଇ ଆଣ୍ଠେଇଆଣ୍ଠେଇ ଦୁଇ କିଲୋମିଟର ଚଳେଇବା ସହ ନର୍ଦ୍ଦମାର ମଇଳାପାଣି ପିଆଇଲେ ଲୋକେ। ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଖାରିଗୁମ୍ମା ଗାଁରେ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

- Advertisement -

Leave A Reply

Your email address will not be published.