ଅଭୟାରଣ୍ୟରେ ଚାଲିଥିବା ଅଫିମଚାଷ ନଷ୍ଟହେଲା

0 37

ବାରିପଦା, ୧୭ା୩(ଏସଏସନିଉଜ) ଶିମିଳିପାଳରେ ଚାଲିଥିଲାଅଫିମ ଚାଷ । ଖବରପାଇ ଚଢଉ କରିଥିଲା ପୋଲିସ,ବନବାହିନୀ ଓ ଅବକାରୀବିଭାଗ । ପୋଲିସ ,ଅବକାରୀବିଭାଗ ଓ ବନବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କରାଯାଇଛି । ଜୋଜଗୋଡା ଅଞ୍ଚଳରେ ୪ଏକର , ଲେମ୍ବୁଗୋଡା ଏରିଆରେ ହୋଇଥିବା ୧ଏକର ୭୪ଡିସିମିଲ ଜାଗାରେ ହୋଇଥିବା ଅଫିମ ଚାଷକୁ ନଷ୍ଟ କରାଯାଇଛି ।ନଷ୍ଟ ହୋଇଥିବା ଅଫିମର ମୁଲ୍ୟ ପ୍ରାୟ ୩କୋଟି ୧୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

 

Leave A Reply

Your email address will not be published.