ଅବକାରୀ ବିଭାଗ ଧରିଲା ୨୭୦ କିଲୋ ଗଞ୍ଜେଇ

0 248

ମାଲକାନଗିରି,୮/୯(ଏସଏସନିୟୁଜ)ମାଲକାନଗିରି ଅବକାରୀ ବିଭାଗର ଏକ ଟିମ୍ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରଜାବନ୍ଧ ଗ୍ରାମରେ ଚଢାଉ କରି ୨୭୦ କିଲୋ ଗଞ୍ଜେଇ ଜବତ କରିବା ସହ ହରି ହନ୍ତାଳ ନାମକ ବ୍ୟକ୍ତିକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ହରି ହନ୍ତାଳଙ୍କ ଘର ଉପରେ ଚଢଉ କରିଥିଲା ।ତାଙ୍କଘରୁ ୧୧ ବସ୍ତାରେ ଥିବା ୨୭୦ କିଲୋ ଗଂଜେଇକୁ ଜବତ କରିବା ସହ ହନ୍ତାଳଙ୍କୁ ଗିରଫ କରିଥିଲେ।

Leave A Reply

Your email address will not be published.