ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ

0 244

ମାଲକାନଗିରି,୮/୯(ଏସଏସନିୟୁଜ) ୫ କିଲୋ ଓଜନର ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଛନ୍ତି ଯବାନ । ସୀମାନ୍ତ କୋଣ୍ଡାଗାଓଁ ଅନ୍ତର୍ଗତ ବାୟାନାର ରାସ୍ତାରେ ଆଇଟିବିପି ଏବଂ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହାକୁ ଉଦ୍ଧାର କରିଛନ୍ତି । ସର୍ଚ୍ଚ ଅପରେସନ ବେଳେ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ପ୍ରେସର କୁକରରେ ନକ୍ସଲ ଆରଡିଏକ୍ସ ଭର୍ତ୍ତି କରି ଲ୍ୟାଣ୍ଡମାଇନ ପୋତିଥିବା ଦେଖିବାକୁ ପାଇଥିଲେ ।ପରେ ଯବାନମାନେ ବୋମାକୁ ଘଟଣାସ୍ଥଳରେ ହିଁ ନିଷ୍କ୍ରିୟ କରିଥିଲେ।

Leave A Reply

Your email address will not be published.