ଅବକାରୀ ଧରପଗଡ଼ ବେଳେ ଉତେଜନା

0 504

ବ୍ରହ୍ମପୁର,୧୪/୭(ଏସଏସନିୟୁଜ) ଗଞ୍ଜେଇ ଧିରିବାକୁ ଯାଇ ଅବକାରୀ ଗୁଇନ୍ଦା ବିଭାଗର କର୍ମଚାରୀ ମାନେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଅଟକାଇ ମାଡ଼ ମାରିବା ସହ ଗାଡ଼ିର ଗ୍ଲାସ ଭାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି । ଗାଡି ଚାଳକକୁ ମାଡ଼ ମାରିବା ସହ ଗାଡିରେ ଥିବା ମହିଳା ଓ ତାଙ୍କ ଛୋଟ ପିଲା ସାମାନ୍ୟ ଆଘାତ ହୋଇଛନ୍ତି । ଫାଷ୍ଟ ଗେଟ୍ ନିକଟରେ ଏହି ଘଟଣା ଘଟିଥିବାବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଉତେଜନା ଯୋଗୁ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତାରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣଳୁ ନେଇଥିଲା

Leave A Reply

Your email address will not be published.