ଖୁବଶୀଘ୍ର ହେବ ପଞ୍ଚାୟତ ନିର୍ବାଚନ

0 305

ଭୁୁବନେଶ୍ୱର,୧୪/୭(ଏସଏସନିୟୁଜ)ରାଜ୍ୟରେ ୨୦୧୭ ମସିହା ଫେବୃଆରୀରେ ହୋଇଥିବା ପଞ୍ଚାୟତ ନିର୍ବାଚନର କାର୍ଯ୍ୟାକାଳ ସରିବାର ସମୟ ପାଖେଇ ଆସୁଛି । ପଞ୍ଚାୟତ ନିର୍ବାଚନ ଖୁବଶିଘ କରିବାକୁ ଉଦ୍ୟମ ଓ ପ୍ରକିୟା ଆରମ୍ଭ କରିଛନ୍ତି ରାଜ୍ୟସରକାର ।ଖୁବଶିଘ୍ର ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ଆଗାମୀ ୬ ମାସ ମଧ୍ୟରେ କରାଇବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିବାର ଜଣାପଡିଛି ।

Leave A Reply

Your email address will not be published.