ଅବକାରୀଥାନାରେ ହାଜତ ମୃତ୍ୟୁ!

ମାଲକାନଗିରି, ୮।୭(ଏସଏସନିଉଜ)ମାଥିଲି ଅବକାରୀଥାନାରେ ଶନିବାରଅପରାହ୍‌ଣରେ ପ୍ରୀତି ବିଶ୍ବାସ ନାମକ ମହିଳାଙ୍କର ହାଜତ ମୃତ୍ୟୁ ହୋଇଛି। ବସ୍‌ରେ ଗଂଜେଇ ଚୋରାଚାଲାଣ ହେଉଥିବାର ଖବରପାଇ ଅବକାରୀ ଖଇରପୁଟବ୍ଲକ ଅନ୍ତର୍ଗତ କମଳାପଦର ନିକଟରେ ପହଁଚିଲାପରେ ସର୍ଚ୍ଚ କରିଥିଲେ। ଏହି ସମୟରେ ପ୍ରୀତିଙ୍କ ପାଖରୁ ୧୦ କିଲୋ ଗଂଜେଇ ମିଳିବାପରେ ତାଙ୍କୁ ଅବକାରୀଥାନାକୁ ନିଆଯାଇ ପଚରାଉଚରା କରାଯାଉଥିଲା। ହାଜତରେ ରହିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ସଠିକଭାବେ ଜଣାପଡିନାହିଁ ।

- Advertisement -

Leave A Reply

Your email address will not be published.