ଅବସର ଗ୍ରହଣ କଲେ ଜଷ୍ଟିସ୍ ସଞ୍ଜୁ ପଣ୍ଡା

0 548

କଟକ, ୧୦/୭(ଏସଏସନିୟୁଜ) ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଡକ୍ଟର ଜଷ୍ଟିସ୍ ସଞ୍ଜୁ ପଣ୍ଡା ଅବସର ଗ୍ରହଣ କରିବାସହ ତାଙ୍କର ଶେଷ କାର‌୍ୟ୍ୟ ଦିବସଥିଲା ଶୁକ୍ରବାର । ୧୯୮୫ରେ ଓକିଲାତି ଜୀବନ ଆରମ୍ଭ କରି ୨୦୦୭ ମାର୍ଚ ୧ରେ ସେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଓ ୨୦୨୦ ଜାନୁଆରି ୫ରେ ସେ ଓଡ଼ିଶା ହାଇକୋର୍ଟର କାର‌୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

Leave A Reply

Your email address will not be published.