ଆକ୍ସନ୍‌ମୋଡରେ ପୋଲିସ

ଖବର ଆଜିର ,ତାରିଖ ୨୧-୦୨-୨୦୨୧ ରବିବାର

0 269

୧-ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଲା ଅଭାବନୀୟ ଦୃଶ୍ୟ, ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ବହି ପୋଡିବା ସହ ଚାଷୀଙ୍କ ନାରାବାଜି ।
୨-ପୁଣି କନ୍ଦାଇବ ପିଆଜ! ନାସିକ ମଣ୍ଡିରୁ ମିଳିଲାଣି ସୂଚନା, ପ୍ରତି କ୍ୱିଣ୍ଟାଲ ଦର ପହଞ୍ଚିଲା ୪,୫୦୦ରେ
୩-ଓଡ଼ିଶା ପାଇଁ ସତର୍କଘଣ୍ଟି : ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢ଼ାଉଛି ୫ଟି ରାଜ୍ୟର ସଂକ୍ରମଣ ସଂଖ୍ୟା ।
୪-ନୀତି ଆୟୋଗ ବୈଠକରେ କଡା ସନ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସବୁ ଅପରାଧକୁ ରାଜନୈତିକ କରାଯାଉଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ ।
୫-ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବନି: ଡ଼ିଏମଇଟି ।
୬–ବିହାର ଭଳି ପଶ୍ଚିମବଙ୍ଗରେ ମହିଳା ସାଜିବେ ଟ୍ରମ୍ପ୍ କାର୍ଡ: ଶାହାଙ୍କ ଯୋଜନା
୭-ଆରବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ – ୬ ମାସ ଭିତରେ ଆଣ ବ୍ୟାଙ୍କ ଲକର ପରିଚାଳନାରେ ନୂଆ ନିୟମ ।
୮-୨୦୨୧-୨୨ ଶିକ୍ଷା ବର୍ଷରୁ ଶ୍ରୀଜଗନ୍ନାଥ ମେଡ଼ିକାଲ୍ କଲେଜରେ ହେବ ଏମ୍‌ବିବିଏସ୍ ପାଠ୍ୟକ୍ରମ ପାଇଁ ନାମଲେଖା ।
୯-ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ, ମହିଳା ସଂରକ୍ଷଣ ନ କଲେ ଇତିହାସ କ୍ଷମା ଦେବନି : ନବୀନ।
୧୦-ଚାମୋଲି ହିମସ୍ଖଳନ: ୪ ଅନାଥ କନ୍ୟାଙ୍କୁ ପୋଷ୍ୟଭାବେ ଗ୍ରହଣ କରିବେ ସୋନୁ ।
୧୧-ଫେବ୍ରୁଆରି ୨୫ପର୍ଯ୍ୟନ୍ତ ପୁଲିସ ହେପାଜତକୁ ଗଲେ କୋକେନ ସହ ଧରାପଡ଼ିଥିବା ବିଜେପି ଯୁବ ନେତ୍ରୀ ପାମେଲା ଗୋସ୍ୱାମୀ ।
୧୨-ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍‍ ସଭା ମଙ୍ଗଳବାର; ପିପିଲି ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‍ ଘୋଷଣା ସମ୍ଭାବନା ।
୧୩-Reliance ଗୁଜରାଟ ଜାମନଗରରେ ନିର୍ମାଣ କରିବ ବିଶ୍ୱର ସର୍ବ ବୃହତ୍ତ Zoo , ମିଳିଲା ସରକାରଙ୍କ ମଞ୍ଜୁରୀ ।
୧୪-ବଜେଟ ପୂର୍ବରୁ ଆସିଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ । ସଂକୁଚିତ ହେବ ଅର୍ଥନୀତି, କମିବ ମୁଣ୍ଡପିଛା ଆୟ ।
୧୫-ପ୍ରଥମ ଥର ମଣିଷକୁ ସଂକ୍ରମିତ କଲା ବାର୍ଡ ଫ୍ଲୁ H5N8, ସତର୍କତା ଜାରି କଲେ WHO
୧୬-ଲାଲ କିଲ୍ଲା ହିଂସା : ଆକ୍ସନ୍‌ମୋଡରେ ପୋଲିସ, ଜାରି କଲା ଆଉ ୨୦ ଜଣ ଉପଦ୍ରବକାରୀଙ୍କ ଫଟୋ ।
୧୭-ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା : ଭୁବିଙ୍କ ପ୍ରତ୍ୟାବର୍ତ୍ତନ, ସୂର୍ଯ୍ୟ କୁମାରଙ୍କୁ ସୁଯୋଗ ।
୧୮-ବିଗୁଡୁଛି ମିଆଁମାର ପରିସ୍ଥିତି, ବିକ୍ଷୋଭକାରୀଙ୍କ ଉପରେ ସେନାର ଗୁଳିଚାଳନା, କିଛି ଲୋକଙ୍କ ମୃତ୍ୟୁ ଆଶଙ୍କା ।
୧୯-ଓଡ଼ିଶା ସାହିତ୍ୟ ଏକାଡେମିର ବିଚିତ୍ର ନୀତି : ପୁରସ୍କାର ପାଇଁ ପୁସ୍ତକ ଦାଖଲ କରିବାକୁ ଆସି ଲେଖକ, ପ୍ରକାଶକ ନିରାଶ ।
୨୦-ୟୁରୋପ ଗସ୍ତରେ ପୁରୁଷ ହକି ଦଳ: ଓଡ଼ିଶାରୁ ଅମିତ, ବୀରେନ୍ଦ୍ର ଓ ଦୀପ୍‌ସାନ୍ ।
୨୧-ଦେଶର ସର୍ବପୁରାତନ ଦଳକୁ ଘାରିଛି ପାଣ୍ଠି ଚିନ୍ତା । ନିଜ ଜାହାଜ ନିଜେ ବଂଚାଇବାକୁ ରାଜ୍ୟ ସଂଗଠନକୁ ସନ୍ଦେଶ ଦେଲା କଂଗ୍ରେସ । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.