ଅଧା ରହିଗଲା ଜଗାଦର୍ଶନ

0 83

ଭୁବନେଶ୍ୱର,୧୨।୧୨(ଏସଏସନିଉଜ)ଜଗାଦର୍ଶନ ପାଇଁ ପଶ୍ଚିମବଙ୍ଗରୁ ଓଡି-୦୫ ଜେଡ ୭୨୦୭ ନମ୍ବର କାରରେ ୪ଜଣ ଆସୁଥିଲେ।କିଏ ଜାଣିଥିଲା
କରରେ ବାଟରେ ଅଘଟଣ ଘଟିବ।ଭୋର ସମୟରେ ଭଦ୍ରକ ଜିଲ୍ଲା ରାଣୀତାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା।କାରଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା।ଅନ୍ୟ ୩ଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ମାନେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ନେବା ସମୟରେ ଆଉ ଜଣଙ୍କର ଜୀବନ ଚାଲିଯାଇଥିଲା।ସଂକଟାପନ୍ନ ଅବସ୍ଥାରେ ଅନ୍ୟ ଦୁଇଜଣ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳ ୟରେ ଭର୍ତ୍ତି ହୋଇଛନ୍ତି।

Leave A Reply

Your email address will not be published.